ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମ୍ମିଳନୀ ୨୦୧୯, ୩୦ ଅକ୍ଟୋବର, ଭୁବନେଶ୍ୱର

ନୂତନ ଖବର

Please check your short code, no records available.

ଆସୁଥିବା ଘଟଣା ସମୂହ

Please check your short code, no records available.

ଜରୁରୀ ସୂଚନା

Achievements
ସର୍ବମୋଟ ପ୍ରଶିକ୍ଷିତ
୧୩୬୩୦୦
ସର୍ବମୋଟ ପ୍ରଶିକ୍ଷିତ ନାରୀ
୬୫୬୯୮
ଅନ୍ତର୍ଜାତୀୟ ନିଯୁକ୍ତି
୩୮୩
କ୍ଷେତ୍ର
୧୬୫
ସର୍ବମୋଟ ନିଯୁକ୍ତି
୯୬୬୬୯
ସର୍ବମୋଟ ନାରୀ ନିଯୁକ୍ତି
୩୯୪୪୨
ବିଭାଗ
୨୫
ସକ୍ରିୟ ପ୍ରଶିକ୍ଷଣ କେନ୍ଦ୍ର
୧୩୯
ଓ.ର.ମା.ସ ବିଷୟରେ

ଆମରାଜ୍ୟର ଉତ୍ପାଦିତ ହେଉଥିବା ଗ୍ରାମୀଣ ଉତ୍ପାଦ ଗୁଡିକର ବିପଣନ ଓ ଗ୍ରାମୀଣ କାରିଗର ମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଗୁଡିକର ବ୍ୟବସାୟିକ ସଂସ୍ଥା ସହ ସହଭାଗିତା ମାଧ୍ୟମରେ ବିତରଣ ନିମନ୍ତେ ଓଡିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନରେ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସଂସ୍ଥା (ଓରମାସ) ୧୯୯୧ ମସିହା ଜାନୁଆରୀ ୧୪ ତାରିଖ ଦିନ ସ୍ଥାପନ କରିଥିଲେ. ଏହା ଏକ ପଞ୍ଜିକୃତ ସମିତି ଯାହା ଭାରତୀୟ ସୋସାଇଟି ଅଧିନିୟମ ୧୮୬୦ ଦ୍ୱାରା ଗଠିତ . ବିଗତ ୨୫ ବର୍ଷ ଧରି ଏହା ଗ୍ରାମୀଣ ଓଡ଼ିଶାର ଉତ୍ପାଦଗୁଡିକର ମାର୍କେଟିଂ ତଥା ଗ୍ରାମୀଣ ଉତ୍ପାଦକ ମାନଙ୍କ ଜୀବିକା ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଛି.

 ଯୋଗାଯୋଗ କରନ୍ତୁ